ଦମ୍ଭୀ Dambhī
- ସଂ. ବିଣ. ପୁଂ. (ଦମ୍ଭ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ଗର୍ବକାରୀ; ଅହଂକାରୀ — Arrogant; haughty; proud
- ସଂ. ବିଣ. ପୁଂ. (ଦମ୍ଭ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ଶଠ; ପ୍ରବଞ୍ଚକ; ପାଷଣ୍ଡ; ଦୁଷ୍ଟ — Fraudulent; deceitful; wicked
- ସଂ. ବିଣ. ପୁଂ. (ଦମ୍ଭ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ଆରମ୍ଭୀ ଦମ୍ଭୀ ଖଳ ପ୍ରାଣୀ, ସେ ବଡ଼ ଏ ସଂସାରେ ପୁଣି—ଜଗନ୍ନାଥ ଭାଗବତ।
- ସଂ. ବିଣ. ପୁଂ. (ଦମ୍ଭ+ଅଛି ଅର୍ଥରେ ଇନ୍; 1 ମା. 1 ବ) — ଦାମ୍ଭିକ — Boastful; blustering