ଦମ୍ଭକ Dambhaka

  • ସଂ. ବିଣ. (ଦମ୍ଭ୍ ଧାତୁ+କର୍ତ୍ତୃ. ଅକ) — ଗର୍ବୀ; ଅହଂକୃତ — Arrogant; proud
  • ସଂ. ବିଣ. (ଦମ୍ଭ୍ ଧାତୁ+କର୍ତ୍ତୃ. ଅକ) — ବଞ୍ଚକ; ପ୍ରତାରକ — Deceitful