ଦମିବା Damibā

  • ଦେ. କ୍ରି. (ସଂସ୍କୃତ ଦମ୍ ଧାତୁ) — ଶାନ୍ତ ହେବା; ଶମିତ ହେବା — To be subdued
  • ଦେ. କ୍ରି. (ସଂସ୍କୃତ ଦମ୍ ଧାତୁ) — କ୍ଷାନ୍ତ ହେବା — To cease; to stop
  • ଦେ. କ୍ରି. (ସଂସ୍କୃତ ଦମ୍ ଧାତୁ) — ଯେ ଉଚ୍ଚ ନୀଚ କର୍ମ କରି, ବିନୟେ ଦମେ ସାଧ୍ୱୀ ନାରୀ। ଜଗନ୍ନାଥ. ଭାଗବତ।
  • ଦେ. କ୍ରି. (ସଂସ୍କୃତ ଦମ୍ ଧାତୁ) — ଦବି ଯିବା; ଭିତରକୁ ପଶିଯିବା — To sink into; to sink down
  • ଦେ. କ୍ରି. (ସଂସ୍କୃତ ଦମ୍ ଧାତୁ) — ତଥାପି ଦମି ନଯା ଆରେ ମୋ ଚିତ୍ତ, ଅଛି ପୁଣ୍ୟର ପୁରସ୍କାର ଉଚିତ। ନନ୍ଦକିଶୋର. ନିର୍ଝରିଣୀ।