ଦଭ୍ର Dabhra

  • ସଂ. ବିଣ—(ଦନ୍ଭ ଧାତୁ=ଗର୍ବ କରିବା+କର୍ତ୍ତୃ. ଭ) — କୃଶ — Weak; thin
  • ସଂ. ବିଣ—(ଦନ୍ଭ ଧାତୁ=ଗର୍ବ କରିବା+କର୍ତ୍ତୃ. ଭ) — ଅଳ୍ପ — A little; few; small
  • ବି — ସମୁଦ୍ର — The Sea