ଦବ Daba
- ସଂ ବି. (ଦୁ ଧାତୁ=ଉତପ୍ତ କରିବା+କର୍ତ୍ତୃ. ଅ) — ବନାଗ୍ନି; ଦାବାଗ୍ନି — Forest-fire
- ସଂ ବି. (ଦୁ ଧାତୁ=ଉତପ୍ତ କରିବା+କର୍ତ୍ତୃ. ଅ) — ବିନାଶିଛ ଦବ ବିକଳ—ବନରାମର ମୁଁହିରାମ ବିନାଶ— କାମାନଳ ତାପ ଚଞ୍ଚଳ। ଭଞ୍ଜ. ବୈଦେହୀଶବିଳସ।
- ସଂ ବି. (ଦୁ ଧାତୁ=ଉତପ୍ତ କରିବା+କର୍ତ୍ତୃ. ଅ) — ବନ — Forest
- ସଂ ବି. (ଦୁ ଧାତୁ=ଉତପ୍ତ କରିବା+କର୍ତ୍ତୃ. ଅ) — ସନ୍ତାପ — Burning heat
- ସଂ ବି. (ଦୁ ଧାତୁ=ଉତପ୍ତ କରିବା+କର୍ତ୍ତୃ. ଅ) — ପୋଡ଼ାଜଳା; ଗାତ୍ରଦାହ — Inflammation; burning sensation