ଦଫା Daphā
- ବୈଦେ. ବି (ଆ; ଦଫା=ବାର, ଥର, ବିଭାଗ) ଧାରା — Rule
- ବୈଦେ. ବି (ଆ; ଦଫା=ବାର, ଥର, ବିଭାଗ) ବାର; ଥର; କିସ୍ତି; ଖେପ — Instalment; time; item
- ବୈଦେ. ବି (ଆ; ଦଫା=ବାର, ଥର, ବିଭାଗ) ଲେଖାର ପ୍ରକରଣ ପରିଚ୍ଛେଦ — Section; paragraph of a writing
- ବୈଦେ. ବି (ଆ; ଦଫା=ବାର, ଥର, ବିଭାଗ) ଆଇନର ପ୍ରକରଣ — Section of a code of law
- ବୈଦେ. ବି (ଆ; ଦଫା=ବାର, ଥର, ବିଭାଗ) ଦଳ; ପଞ୍ଝା — A crowd; party; gang