ଦନ୍ତା Dantā

  • ଦେ.ବିଣ. (ସଂ. ଦନ୍ତାଳ) — ବଡ଼ ଦାନ୍ତଯୁକ୍ତ (ହାତୀ) — (elephants) Having big and long tusks
  • ଦେ.ବିଣ. (ସଂ. ଦନ୍ତାଳ) — (ଲକ୍ଷଣାର୍ଥ) ଅନେକଙ୍କ ମଧ୍ୟରେ ଉତ୍କୃଷ୍ଟ — (figurative) Excellent
  • ଦେ.ବିଣ. (ସଂ. ଦନ୍ତାଳ) — ଦଳପତି ହେବାର ଉପଯୁକ୍ତ — Fit to be a leader
  • ଦେ.ବିଣ. (ସଂ. ଦନ୍ତାଳ) — ବଳବତ୍ତମ — Strongest
  • ଦେ.ବିଣ. (ସଂ. ଦନ୍ତାଳ) — ଅତ୍ୟାଚାରୀ — Oppressive
  • ଦେ.ବିଣ. (ସଂ. ଦନ୍ତାଳ) — ପରାକ୍ରମଶାଳୀ; ବଳୁଆ; ବଳିଷ୍ଠ; କ୍ଷମତାଶାଳୀ — Strong; powerful; influential
  • ଦେ.ବିଣ. (ସଂ. ଦନ୍ତାଳ) — (ଯଥା—ଦନ୍ତା ଜମିଦାର; ଦନ୍ତାଲୋକ; ଦନ୍ତାହାକିମ।)
  • ଦେ.ବିଣ. (ସଂ. ଦନ୍ତାଳ) — ମୁହଁ ତୋଡ; ମୁଖର — Having this gifts of the gab
  • ବି. — (ସଂ. ଦନ୍ତାବଳ) ବଡ଼ ଦାନ୍ତ ଥିବା ହାତୀ — An elephant having big tusks
  • ବି. — ଅଣ୍ଡିରା ହାତୀ — A tusker; a male elephant
  • ବି. — ହସ୍ତୀଯୁଥର ଦଳପତି — The leading tusker in a herd of elephants
  • ବି. — [ଦ୍ର—ହାତୀଙ୍କ ଯୁଥ ମଧ୍ୟରେ ସମସ୍ତଙ୍କଠାରୁ ବଡ଼ ଦାନ୍ତ ବିଶିଷ୍ଟ ଓ ବୃହଦବୟବ ଓ ବଳୁଆ ଅଣ୍ଡିରା ହାତୀ ଦଳପତି ବା ଦଳର ନେତା ହୁଏ।]