ଦନୁ Danu

  • ସଂ. ବି. (ନାମ) — ଦିତି; ଦକ୍ଷପ୍ରଜାପତିଙ୍କର ଗୋଟିଏ କନ୍ଯା ଓ କଶ୍ୟପଙ୍କର ଏକତମା ପତ୍ନୀ, ଯାହାଙ୍କଠାରୁ ରାକ୍ଷସମାନେ ଜାତ ହୋଇଥିଲେ — One of the wives of sage Kaṡyapa who gave birth to demons
  • ସଂ. ବି. (ନାମ) — [ଦ୍ର—ଏହାଙ୍କର 40 ପୁଅ; ସମସ୍ତେ ରାକ୍ଷସ; ରାକ୍ଷସମାନଙ୍କୁ ଦାନବ ବା ଦନୁଜ ବୋଲାଯାଏ।] — [ଦ୍ର—ଏହାଙ୍କର40ପୁଅ; ସମସ୍ତେ ରାକ୍ଷସ; ରାକ୍ଷସମାନଙ୍କୁ ଦାନବ ବା ଦନୁଜ ବୋଲାଯାଏ]
  • ଦେ. ବି. (ଆଦରାର୍ଥକ) — ଜନାର୍ଦ୍ଦନର ଡାକନାମ — A name for calling Janārddana