ଦଧ୍ୟମ୍ଳ Dadhyamḻa

  • ସଂ. ବି. ମ. ପ. ଲୋ; ଦଧି ପ୍ରସ୍ତୁତ କରିବାରେ ବ୍ଯବହୃତ ଅମ୍ଳ) — ଦୁଧକୁ ଦହି ବସାଇବା ନିମନ୍ତେ ତହିଁରେ ପକାଯିବା ଖଟା ଦହି; ମହି — A little sour and fermented milk mixed with milk to turn it into curd; Bulgarian milk