ଦଦା Dadā

  • ଦେ. ବି. (ସଂ. ତାତ. ତୁଳ. ଇଂ ଡାଡ୍ଡୀ= ପିତା) — (କ୍ଷତ୍ରିୟମାନଙ୍କ ବ୍ୟବହୃତ) ବଡ଼ ଭାଇ — Elder- brother (amongst the Kshatriyas)
  • ଦେ. ବି. (ସଂ. ତାତ. ତୁଳ. ଇଂ ଡାଡ୍ଡୀ= ପିତା) — ଅଜା; ପିତାମହ — Grandfather
  • ଦେ. ବି. (ସଂ. ତାତ. ତୁଳ. ଇଂ ଡାଡ୍ଡୀ= ପିତା) — (ଯଥା—ବାପ ଦଦା ଅମଳରେ ଏ କଥା ଶୁଣା ନ ଥିଲା।)
  • ପ୍ରାଦେ. (ଗଞ୍ଜାମ) ବି — ବାପା, ପିତା — Father