ଦତ୍ତା Dattā

  • ସଂ. ବିଣ. ସ୍ତ୍ରୀ (ଦତ୍ତ+ସ୍ତ୍ରୀ. ଆ) — ପ୍ରଦତ୍ତ ହୋଇଥିବା — Given
  • ସଂ. ବିଣ. ସ୍ତ୍ରୀ (ଦତ୍ତ+ସ୍ତ୍ରୀ. ଆ) — ଊଢ଼ା; ପରିଣୀତା (ସ୍ତ୍ରୀ) — Married; lawfully married (woman)