ଦଗଧ Dagadha

  • ଗ୍ରା. ବିଣ. (ପଦ୍ଯ) (ସଂ. ଦଗ୍ଧ) — ଦଗ୍ଧ — Burnt
  • ଗ୍ରା. ବିଣ. (ପଦ୍ଯ) (ସଂ. ଦଗ୍ଧ) — କଲବଲ; ସନ୍ତପ୍ତ — Afflicted
  • ଗ୍ରା. ବିଣ. (ପଦ୍ଯ) (ସଂ. ଦଗ୍ଧ) — ଦେହ ଦୁର୍ବଳ,ଚକ୍ଷୁ କ୍ଷୀଣ, ଦଗଧ କଲୁ ପିଣ୍ଡ ପ୍ରାଣ—ପ୍ରାଚୀ, ନିର୍ଗୁଣ, ମାହାତ୍ମ୍ୟ।
  • ବି — ଶରୀରରେ ପିତ୍ତାଧିକ୍ୟ — Excess of bile in the system
  • ବି — [ଦ୍ର—ଏହା ଶରୀର ମଧ୍ୟରେ ବେଶି ପରିମାଣରେ ଜାତ ହେଲେ ବାନ୍ତି ହୁଏ ଓ ପାଟି ପିତା ଲାଗେ।]
  • ବି — ଦହନ; ପୋଡ଼ିଯିବା — Burning
  • ବି — ସର୍ପକୁଳ ଦଗଧ ଦେଖି ନାଗଲୋକକୁ ସେ ଉପେକ୍ଷି—ଜଗନ୍ନାଥ,ଭାଗବତ
  • ବି — ଦଗଧ ହାଣ୍ଡି (ଦେଖ) — Dagadha hāṇḍi (See)