ଦଖଲା Dakhalā

  • ଦେ. ବିଣ. (ତୁଳ. ତା. ଚିଖଲ=କାଦୁଅ), ସଂ. ଦଳାଢ଼୍ୟ ହି. ଶବ୍ଦସାଗର) — ପଙ୍କିଳ; କର୍ଦ୍ଦମମୟ; ଦହଲା (ସ୍ଥାନ) — Muddy; miry (place)
  • ବି — ଜମିର କାଦୁଆ ବା ପଙ୍କୁଆ ଅବସ୍ଥା — Muddy conditiopn of a land
  • ବି — କାଦୁଅ; ପଙ୍କ — Mud