ଦଉଡ଼ିବା Dauṟḍ̠ibā

  • ଦେ. କ୍ରି—(ସଂ. ଦ୍ରୁଧାତୁ=ପଳାଇବା) ଧାଇଁବା — To run
  • ଦେ. କ୍ରି—(ସଂ. ଦ୍ରୁଧାତୁ=ପଳାଇବା) ଚେଷ୍ଟା କରିବା — To try
  • ଦେ. କ୍ରି—(ସଂ. ଦ୍ରୁଧାତୁ=ପଳାଇବା) ପୁଣି ସେ ବିବିଧ ମାରଣମାନ କଲେ ଅନ୍ଯୋନ୍ୟ ଜୀବ ନେବାପାଇଁ ଦଉଡ଼ିଲେ। କୃଷ୍ଣସିଂହ. ମହାଭାରତ. କର୍ଣ୍ଣ.
  • ଦେ. କ୍ରି—(ସଂ. ଦ୍ରୁଧାତୁ=ପଳାଇବା) [ଦଉଡ଼ା(ଡ଼େ)ଇବା—ଣିଜନ୍ତ]
  • ଦେ. କ୍ରି—(ସଂ. ଦ୍ରୁଧାତୁ=ପଳାଇବା) (ମନ, ଚିତ୍ତ) ଲାଳାୟିତ ହେବା — To be hankering after
  • ଦେ. କ୍ରି—(ସଂ. ଦ୍ରୁଧାତୁ=ପଳାଇବା) ଚିତ୍ତ ତୋ ଯହିଁ ଦଉଡ଼ୁ ଥାଇ। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି—(ସଂ. ଦ୍ରୁଧାତୁ=ପଳାଇବା) [ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଆସିବା, ପଳାଇବା, ଯିବା କ୍ରିୟାମାନଙ୍କ ସମାପିକାରୂପ ଯୁକ୍ତ ହୁଏ।]