ଦଇ Dai

  • ଗ୍ରା. ବି—(ସଂ. ଦଧି; ତୁଳ. ପ୍ରା. ଦହି. ଦଇ) — ଦହି; ଦଧି — Curd
  • ଗ୍ରା. ବି—(ସଂ. ଦଧି; ତୁଳ. ପ୍ରା. ଦହି. ଦଇ) — ଦୈତ୍ୟାରି, ଦୟାନିଧି ଆଦି ନାମଧାରୀ ବ୍ଯକ୍ତିଙ୍କୁ ଡାକିବା ନାମ — A name by which persons of the names of Da̲i̱tyāri and Dayānidhi are called