ଦଇନ Daina
- ଗ୍ରା (ପଦ୍ଯ) ବି (ସଂ. ଦୈନ୍ୟ) — ଦୈନ୍ୟ; ବିନୟ; ବିନୀତ ନିବେଦନ — Supplication
- ଗ୍ରା (ପଦ୍ଯ) ବି (ସଂ. ଦୈନ୍ୟ) — ବୋଲଇ ଅତି ସ୍ନେହଭରେ, ଦଇନି କରି କାକୁସ୍ତରେ। ଯଶୋବନ୍ତ. ପ୍ରେମଭକ୍ତିଗୀତା।
- ବିଣ — ଦୈନ୍ୟଯୁକ୍ତ — Supplicant
- ବିଣ — ଇନ୍ଦ୍ର ଅଗ୍ନି ବରୁଣ ଆଦି ଦେବେ ମାନି; କରନ୍ତି ନିତି ସ୍ତୁତି ହୋଇଣ ଦୟିନି। କୃଷ୍ଣସିଂହ ମହାଭାରତ. ବନ।
- ବିଣ — ବିନୟୀ — Humble