ଦଇନ୍ୟ Dainya

  • ଗ୍ରା (ପଦ୍ଯ) ବି (ସଂ. ଦୈନ୍ଯ) — ଦୈନ୍ଯ (ଦେଖ) — Da̲i̱nya (See)
  • ଗ୍ରା (ପଦ୍ଯ) ବି (ସଂ. ଦୈନ୍ଯ) — ଜରା ମୃତ୍ୟୁ ଶୋକ ଯେ ଦୌର୍ବଲ୍ୟ ଦଇନ୍ଯ। କୃଷ୍ଣସିଂହ. ମହାଭାରତ ବନ।