ଦଇଆଳ Daiāḻa
- ଦେ. ବି (ଏହାର ପେଟ ଦଧିପରି ଶୁକ୍ଳ ଥିବାରୁ) — ଶାଖାଶ୍ରୟୀ ବର୍ତର ପକ୍ଷିବିଶେଷ — The Magpie robin; Copsychus Saularis; the Redstarts robin
- ଦେ. ବି (ଏହାର ପେଟ ଦଧିପରି ଶୁକ୍ଳ ଥିବାରୁ) — [ଦ୍ର—ଏମାନେ 10।12 ଆଙ୍ଗୁଳ ପର୍ଯ୍ୟନ୍ତ ଲମ୍ବ ହୁଅନ୍ତି। ଗୋଡ଼ ଲମ୍ବ; ଲାଙ୍ଗୁଡ଼ ଓ ପକ୍ଷର ଲମ୍ବ ସମାନ। ପୁଚ୍ଛ, ପକ୍ଷ ଓ ମୁଣ୍ଡ କଳା; ପେଟ ଧଳା। ଭୋରରୁ ଏ ପକ୍ଷୀ ସରୁସ୍ୱରରେ ସିଟୀ ମାରେ; ମାଟି ଉପରେ ଦୌଡ଼ିଲା ବେଳେ ଲାଙ୍ଗୁଡ଼ ଟେକିଥାଏ; ସ୍ତ୍ରୀ ପକ୍ଷୀ ଧୂମ୍ର ବର୍ଣ୍ଣ।] — [ଦ୍ର—ଏମାନେ1012ଆଙ୍ଗୁଳ ପର୍ଯ୍ୟନ୍ତ ଲମ୍ବ ହୁଅନ୍ତି ଗୋଡ଼ ଲମ୍ବ; ଲାଙ୍ଗୁଡ଼ ଓ ପକ୍ଷର ଲମ୍ବ ସମାନ ପୁଚ୍ଛ, ପକ୍ଷ ଓ ମୁଣ୍ଡ କଳା; ପେଟ ଧଳା ଭୋରରୁ ଏ ପକ୍ଷୀ ସରୁସ୍ୱରରେ ସିଟୀ ମାରେ; ମାଟି ଉପରେ ଦୌଡ଼ିଲା ବେଳେ ଲାଙ୍ଗୁଡ଼ ଟେକିଥାଏ; ସ୍ତ୍ରୀ ପକ୍ଷୀ ଧୂମ୍ର ବର୍ଣ୍ଣ]