ଦଂଶା Daṁṡā

  • ସଂ. ବି. ସ୍ତ୍ରୀ—(ଦଂଶ+ସ୍ତ୍ରୀ. ଆ) — କ୍ଷୁଦ୍ର ଡାଂଶ — Small gadfly
  • ସଂ. ବି. ସ୍ତ୍ରୀ—(ଦଂଶ+ସ୍ତ୍ରୀ. ଆ) — ମଶା — Gnat
  • ସଂ. ବି. ସ୍ତ୍ରୀ—(ଦଂଶ+ସ୍ତ୍ରୀ. ଆ) — ମାଛି — A fly
  • ଦେ. ବି — ଦଂଶନ — Stinging; biting