ଥ Tha
- ସଂ — ସପ୍ତଦଶ ବ୍ୟଞ୍ଜନ ବର୍ଣ୍ଣ; ତ ବର୍ଗର ଦ୍ୱିତୀୟ ବର୍ଣ୍ଣ। ଏଥିର ଉଚ୍ଚାରଣ ସ୍ଥାନ ଦନ୍ତ, ତେଣୁ ଏହା 'ଦନ୍ତ୍ୟ' ବର୍ଣ୍ଣ — The 17th letter of the consonants corresponding to the sound of 'th' in path
- ବି. (ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ) — ପର୍ବତ — Mountain
- ବି. (ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ) — (+ଭାବ. ଅ) ଭକ୍ଷଣ — Eating
- ବି. (ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ) — ଭୟତ୍ରାତା — Deliverer from fear
- ବି. (ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ) — ଭୟ ଚିହ୍ନ — Sign of fear
- ବି. (ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ) — ରକ୍ଷଣ — Protection
- ବି. (ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ) — (+କରଣ. ଅ) ଭୟ — Fear; terror
- ବି. (ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ) — ମଙ୍ଗଳ — Welfare
- ପ୍ରାଦେ. (ପୁରୀ) କ୍ରି (ପୁରୀ ଜିଲ୍ଲା ବ୍ରାହ୍ମଣଙ୍କ ବ୍ଯବହୃତ ମଧ୍ୟମ ପୁରୁଷ ଅନୁଜ୍ଞା 1 ବ) — (ତୁମ୍ଭେ) ଥାଅ — (you) Do stay