ଥୋଡ଼ା Thoṟḍ̠ā

  • ଦେ. ସର୍ବ (ସଂ. ସ୍ତୋକ; ପ୍ରା. ଥୋଅ; ହିନ୍ଦିରୁ ଅନୁକୃତ) — ସାମାନ୍ୟ ପରିମିତ — A little
  • ଦେ. ସର୍ବ (ସଂ. ସ୍ତୋକ; ପ୍ରା. ଥୋଅ; ହିନ୍ଦିରୁ ଅନୁକୃତ) — ମର୍ତ୍ତ୍ୟେ ପଡ଼ି କାନ୍ଦି ଲୋଡ଼ ଦୁଧ ଥୋଡ଼ା। ରାଧାନାଥ. ଦରବାର।
  • ଦେ. ସର୍ବ (ସଂ. ସ୍ତୋକ; ପ୍ରା. ଥୋଅ; ହିନ୍ଦିରୁ ଅନୁକୃତ) — ଅଳ୍ପ — Small; little
  • ଦେ. ସର୍ବ (ସଂ. ସ୍ତୋକ; ପ୍ରା. ଥୋଅ; ହିନ୍ଦିରୁ ଅନୁକୃତ) — ଅଳ୍ପସଂଖ୍ୟକ — A few
  • ଦେ. ସର୍ବ (ସଂ. ସ୍ତୋକ; ପ୍ରା. ଥୋଅ; ହିନ୍ଦିରୁ ଅନୁକୃତ) — କେତେକ — Some
  • ବିଣର ବିଣ. ଓ କ୍ରି. ବିଣ. — ସାମାନ୍ୟରେ; ଈଷତ — Slightly; a little
  • ବିଣର ବିଣ. ଓ କ୍ରି. ବିଣ. — ଯାହା ବାପ ଚଢ଼େ ଘୋଡ଼ା, ତା ପୁଅ ଚଢ଼େ ଥୋଡ଼ା। ଢଗ।
  • ବିଣର ବିଣ. ଓ କ୍ରି. ବିଣ. — ଅଳ୍ପ ମାତ୍ରାରେ — In small quantities
  • ବିଣର ବିଣ. ଓ କ୍ରି. ବିଣ. — ଅଳ୍ପ ଅଳ୍ପ — Little by little
  • ବିଣର ବିଣ. ଓ କ୍ରି. ବିଣ. — ଅଳ୍ପ ସଂଖ୍ୟାରେ — In a small number