ଥୋକେ Thoke

  • ଦେ. ସର୍ବ. — ଅଳ୍ପ କେତେକ ବ୍ଯକ୍ତି — Some; a few
  • ଦେ. ସର୍ବ. — ଥୋକେ ରାଜ୍ୟ ଛାଡ଼ି ଦୂରେ ପଳାଇଲେ, ଥୋକେ ହେଲେ ପଦାନତ। ରାଧାନାଥ. ପାର୍ବତୀ।
  • ଦେ. ବିଣ. — ଅଳ୍ପସଂଖ୍ୟକ — Few
  • ଦେ. ବିଣ. — ବିଶ୍ୱସ୍ତ ତାଙ୍କର ଅସ୍ତ୍ରଧାରୀ ଥୋକେ, ସୈନିକ ଦେଇ ସଙ୍ଗତେ। ରାଧାନାଥ, ପାର୍ବତୀ।