ଥୋଇବା Thoibā
- ଦେ. କ୍ରି (ସଂ. ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ) — ବନ୍ଧା ପକାଇବା; ବନ୍ଧକଦେବା — To pledge
- ଦେ. କ୍ରି (ସଂ. ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ) — ରଖିବା — To keep
- ଦେ. କ୍ରି (ସଂ. ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ) — ଥୋଇ ହୃଦସ୍ଥଳେ ନ କର ବିକଳ। କବିସୂର୍ଯ୍ୟ କିଶୋରୀଚମ୍ପୂ ଥ ଗୀତ।
- ଦେ. କ୍ରି (ସଂ. ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ) — ସ୍ଥାପନ କରିବା — To place; to set; to put down
- ଦେ. କ୍ରି (ସଂ. ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ) — ନ୍ୟାସ କରିବା — To deposit; to keep in trust
- ଦେ. କ୍ରି (ସଂ. ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ) — ସଞ୍ଚୟ କରିବା — To store up
- ଦେ. କ୍ରି (ସଂ. ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ) — ଉପୁଜାଇବା; ଜାତ କରାଇବା — To produce
- ଦେ. କ୍ରି (ସଂ. ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ) — ଜନ ହୃଦେ ଥୋଇ ଦିଅନ୍ତି ଭୟଯାକ। କୃଷ୍ଣସିଂହ. ମହାଭାରତ ବନ ।
- ଦେ. କ୍ରି (ସଂ. ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ) — ବଞ୍ଚାଇ ରଖିବା; ଜିଆଇବା — To bring up; to let live
- ଦେ. କ୍ରି (ସଂ. ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ) — ଏ ବାଳବଧୀ ସ୍ୱାମୀ ଦ୍ରୋହୀ ଏହାକୁ ଦଣ୍ଡେହେଁ ନ ଥୋଇ। ଜଗନ୍ନାଥ. ଭାଗବତ।
- ବିଣ — ରଖାଯାଇଥିବା — Kept
- ବିଣ — ସଞ୍ଚିତ — Hoarded; stored