ଥେଣ୍ଟ Theṇṭa
- ଦେ. ବି. (ସଂ. ଧୃଷ୍ଟ) — ଦୁଷ୍ଟ ଲୋକ — A wicked person
- ଦେ. ବି. (ସଂ. ଧୃଷ୍ଟ) — ଚୋର — A thief
- ଦେ. ବି. (ସଂ. ଧୃଷ୍ଟ) — ଖଣ୍ଟ; ଡକାଇତ — Robber
- ଦେ. ବି. (ସଂ. ଧୃଷ୍ଟ) — ଏ ବାହାରେ ଯେ ଥେଣ୍ଟ ଖଣ୍ଟ ହୋଇ ଗୋଟି କରନ୍ତି ସେ ସ୍ଥାନରେ ଧନ ବସ୍ତ୍ର ଲୁଟି। କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।
- ଦେ. ବି. (ସଂ. ଧୃଷ୍ଟ) — ଥଣ୍ଟ; ଚଞ୍ଚୁ — Beak
- ବିଣ — ଫିଟ୍ଫାଟ୍ — Foppish
- ବିଣ — ସମ୍ପୂର୍ଣ୍ଣ — Complete; pure and simple
- ବିଣ — (ଯଥା—ଥେଣ୍ଟ ବାବୁ।)
- ବିଣ — ଅମିଶ୍ରିତ — Pure; unmixed
- ବିଣ — (ଯଥା—ଥେଣ୍ଟ ହିନ୍ଦି।)
- ବିଣର ବିଣ — ଅତ୍ୟନ୍ତ; ନିତାନ୍ତ — Very; extremely
- ବିଣର ବିଣ — ସମ୍ପୂର୍ଣ୍ଣରୂପେ; ନିପଟ — Fully