ଥୁଥି Thuthi

  • ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ରୋଟୀ) (ତୁଳ. ହି. ଥୁଥନ୍; ଥୁଥନୀ) — ଚିବୁକ; ଓଠର ତଳଭାଗ — The chin
  • ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ରୋଟୀ) (ତୁଳ. ହି. ଥୁଥନ୍; ଥୁଥନୀ) — ଥୋଡ଼ି; ଦାଢ଼ି — Beard
  • ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ରୋଟୀ) (ତୁଳ. ହି. ଥୁଥନ୍; ଥୁଥନୀ) — ଥୋମଣି — Snout