ଥୁକ Thuka
- ଦେ. ବି.—(ଥୁ=ଛେପ ପକାଇବା ଧ୍ୱନିରୁ) — ପଠିତ ପୁସ୍ତକ ମଧ୍ୟରେ ରଖିବା ଚିହ୍ନ — Book-mark
- ଦେ. ବି.—(ଥୁ=ଛେପ ପକାଇବା ଧ୍ୱନିରୁ) — ପାଟିରୁ ଫିଙ୍ଗାଯିବା ଛେପ — Spittle
- ଦେ. ବି.—(ଥୁ=ଛେପ ପକାଇବା ଧ୍ୱନିରୁ) — ଲୋକମାନେ ଥୁକ ପକାଇବାକୁ ସୁଧା ବେଳ ଦେଉ ନାହାନ୍ତି। ଫକୀରମେହନ. ଛମାଣ ଆଠଗୁଣ୍ଠ।