ଥିଲା Thilā

  • ଦେ. ବିଣ — ଥିବା 1 (ଦେଖ) — ଥିବା1(ଦେଖ)Thibā 1 (See)
  • ଦେ. ବିଣ — ସାହୁ ଭେଟିଲା କି ଥିଲା ଚାତକ। ପ୍ରତାପ. ଶଶିଶେଣା।
  • ଦେ. କ୍ରି. [ଥିବା କ୍ରିୟାର ଅତୀତକାଳ ତୃତୀୟ ପୁରୁଷ ଅନାଦରାର୍ଥ (ସେ) ଏକ ବଚନ] (ସେ ତାହା) ଅବସ୍ଥାନ କରୁଥିଲା; ଅବସ୍ଥିତ ହୋଇଥିଲା — (He, she, or it) Was; was staying; existed