ଥାଳ Thāḻa

  • ଦେ. ବି. (ସଂ. ସ୍ଥାଳୀ) — ଥାଳି — A metal plate or tray
  • ଦେ. ବି. (ସଂ. ସ୍ଥାଳୀ) — ଲାଉଖୋଳନିର୍ମିତ ଭିକ୍ଷାପାତ୍ର — A beggar's bowl made of pumpkin
  • ଦେ. ବି. (ସଂ. ସ୍ଥାଳୀ) — ବସନ କଷାୟ ଭିକ୍ଷା ଆଣି ଦିଅ ଗାଳରେ ବୋଇଲା— ଭଞ୍ଜ. ବୈଦେହୀଶବିଳାସ।