ଥାପି Thāpi

  • ଦେ. ବି — କୁମ୍ଭାରଙ୍କର ପିଟଣା; ଯେଉଁ ପିଟଣାଦ୍ୱାରା କୁମ୍ଭାର— ମାନେ କଞ୍ଚା ହାଣ୍ଡି ଆଦିକୁ ପିଟନ୍ତି; କୋବା; ପିଟଣା — A flat piece of wood used by potters to pat the wet earthen pots
  • ଦେ. ବି — ପଥୁରିଆଙ୍କ ବ୍ଯବହୃତ ନିହଣ — A stone mason's chisel
  • ଦେ. ବି — ଶାନ୍ତି — Calmness; peace
  • ବିଣ. (ସଂ.ସ୍ଥା ଧାତୁ ଣିଜନ୍ତ କିମ୍ବା ସ୍ଥାପି ଧାତୁ) — ସ୍ଥିର — Fixed
  • ବିଣ. (ସଂ.ସ୍ଥା ଧାତୁ ଣିଜନ୍ତ କିମ୍ବା ସ୍ଥାପି ଧାତୁ) — ଶାନ୍ତି — Appeased; calm
  • କ୍ରି. ବିଣ — ଧୀରେ — Quietly; slowly
  • କ୍ରି. ବିଣ — ଶାନ୍ତଭାବରେ — Calmly
  • କ୍ରି. ବିଣ — ସ୍ଥିର କରି — With certainty
  • କ୍ରି. ବିଣ — ଥାପିରେ କହ ତଥାପିରେ ପ୍ରିୟସଖି—କବିସୂର୍ଯ୍ୟ. କିଶୋରୀଚମ୍ପୁ. ଥ ଗୀତ।