ଥାପନ Thāpana
- ଦେ. ବି (ସଂ. ସ୍ଥାପନ) — ପ୍ରତିଷ୍ଠାନ; ସ୍ଥାପନ କରିବା; ବସାଇବା — Act of establishing or setting up
- ଦେ. ବି (ସଂ. ସ୍ଥାପନ) — ଏମନ୍ତ ପ୍ରତିମା ସ୍ଥାପନା କରି, ପୂଜଇ ଏହି ଦିଅଁ ବୋଲି କରି। ପ୍ରାଚୀ. ପରଚେଗୀତା।
- ଦେ. ବି (ସଂ. ସ୍ଥାପନ) — ରଖିବା — Placing; putting
- ବିଣ — ସ୍ଥାପିତ ହୋଇଥିବା — Set up
- ବିଣ — ପ୍ରତିଷ୍ଠିତ — Placed