ଥାନ Thāna

  • ଦେ. ବି. (ସଂ. ସ୍ଥାନ; ପ୍ରା. ଥାନ) — ଜାଗା; ସ୍ଥଳ — Place; station
  • ଦେ. ବି. (ସଂ. ସ୍ଥାନ; ପ୍ରା. ଥାନ) — ଆରେ ଥିରମତି, ଥାନ ବାକି ନ ରଖେ ତୋ ଚୁମ୍ବତତି। କବିସୂର୍ଯ୍ୟ. କବିତାକଲ୍ଲୋଳ।
  • ଦେ. ବି. (ସଂ. ସ୍ଥାନ; ପ୍ରା. ଥାନ) — ପାତ୍ର; ଆଧାର — Receptacle
  • ଦେ. ବି. (ସଂ. ସ୍ଥାନ; ପ୍ରା. ଥାନ) — ରହିବାର ସ୍ଥାନ — 2. Room; space; position
  • ଦେ. ବି. (ସଂ. ସ୍ଥାନ; ପ୍ରା. ଥାନ) — ଖଣ୍ଡେ ଜମି — plot of land
  • ଦେ. ବି. (ସଂ. ସ୍ଥାନ; ପ୍ରା. ଥାନ) — ଲମ୍ବ ଲୁଗା — A long piece of cloth
  • ଦେ. ବି. (ସଂ. ସ୍ଥାନ; ପ୍ରା. ଥାନ) — ଧଡ଼ି ନ ଥିବା ନିର୍ଦ୍ଦିଷ୍ଟ ଦୈର୍ଘ୍ୟଯୁକ୍ତ ଲମ୍ବ ଲୁଗା — A long piece of cloth without border; a whole length of cloth
  • ଦେ. ବି. (ସଂ. ସ୍ଥାନ; ପ୍ରା. ଥାନ) — ଏକ ଖଣ୍ଡ — A piece
  • ଦେ. ବି. (ସଂ. ସ୍ଥାନ; ପ୍ରା. ଥାନ) — (ଯଥା—ଅଳଙ୍କାର 3 ଥାନ ମଧ୍ୟରେ ନାକରେ ନିମ୍ବକାଠି।) — (ଯଥା—ଅଳଙ୍କାର3ଥାନ ମଧ୍ୟରେ ନାକରେ ନିମ୍ବକାଠି)
  • ଦେ. ବି. (ସଂ. ସ୍ଥାନ; ପ୍ରା. ଥାନ) — [ଦ୍ର—ଅଳଙ୍କାର, ବାସନ, ଲୁଗା, ଗିନି ମୋହର ଆଦିର ଖଣ୍ଡ ନ କହି ଥାନ ବୋଲାଯାଏ।]
  • ଦେ. ବି. (ସଂ. ସ୍ଥାନ; ପ୍ରା. ଥାନ) — ଧାତୁର ବଡ଼ ପତର — A sheet of metal
  • ଦେ. ବି. (ସଂ. ସ୍ଥାନ; ପ୍ରା. ଥାନ) — ଘୋଡ଼ା, ଗାଈ ଆଦି ପଶୁ ବନ୍ଧା ହୋଇ ରହିବା ସ୍ଥାନ — Stall for a horse or cattle