ଥାନି Thāni

  • ଦେ. ବିଣ (ସଂ. ସ୍ଥାନୀୟ) — ସ୍ଥାନୀୟ — Local; belonging to the locality
  • ଦେ. ବିଣ (ସଂ. ସ୍ଥାନୀୟ) — ଚିରସ୍ଥାୟୀ — Permanent
  • ଦେ. ବିଣ (ସଂ. ସ୍ଥାନୀୟ) — ବାସିନ୍ଦା — Resident
  • ବି — ଗ୍ରାମବାସୀ ରଇତ — A cultivator of a village
  • ବି — [ଦ୍ର—ଓଡ଼ିଶାର ଗତ 1842 ସାଲର ବନ୍ଦୋବସ୍ତରେ ପ୍ରଜାମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ପ୍ରଥମ— ଥାନି ଅର୍ଥାତ୍ ଯେଉଁ ପ୍ରଜାମାନେ କୌଣସି ମଉଜାର ବାସିନ୍ଦା ଥାଇ ସେ ଗ୍ରାମର ଜମି ଚାଷ କରନ୍ତି। ଦ୍ୱିତୀୟ—ପାହି ଅର୍ଥାତ୍ ଯେଉଁ ରଇତଙ୍କର କୌଣସି ମଉଜାରେ ଚାଷଜମି ଅଛି କିନ୍ତୁ ଘର ନାହିଁ। ପରବର୍ତ୍ତୀ ବନ୍ଦୋବସ୍ତରେ ଏ ପ୍ରଭେଦ ଉଠି ଯାଇଅଛି। କେବଳ ନାମ ମାତ୍ର ରହିଅଛି।] — [ଦ୍ର—ଓଡ଼ିଶାର ଗତ1842ସାଲର ବନ୍ଦୋବସ୍ତରେ ପ୍ରଜାମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା ପ୍ରଥମ— ଥାନି ଅର୍ଥାତ୍ ଯେଉଁ ପ୍ରଜାମାନେ କୌଣସି ମଉଜାର ବାସିନ୍ଦା ଥାଇ ସେ ଗ୍ରାମର ଜମି ଚାଷ କରନ୍ତି ଦ୍ୱିତୀୟ—ପାହି ଅର୍ଥାତ୍ ଯେଉଁ ରଇତଙ୍କର କୌଣସି ମଉଜାରେ ଚାଷଜମି ଅଛି କିନ୍ତୁ ଘର ନାହିଁ ପରବର୍ତ୍ତୀ ବନ୍ଦୋବସ୍ତରେ ଏ ପ୍ରଭେଦ ଉଠି ଯାଇଅଛି କେବଳ ନାମ ମାତ୍ର ରହିଅଛି]
  • ବି — ବାସିନ୍ଦା ରଇତର ଘରବାଡ଼ିରେ ଜାତ ହେବା ଦଖଲି ସ୍ୱତ୍ୱ — Occupancy right of a resident royat in his homestead holding