ଥାଏ Thāe

  • ଗ୍ରା. ବିଣ — ଥାଈ 4 (ଦେଖ) — ଥାଈ4(ଦେଖ)Thāī 4 (See)
  • ଗ୍ରା. ବିଣ — ମୁଁ ସତ୍ୟ ଲଙ୍ଘିବି ନାହିଁ, ଛେଉଣ୍ଡ ପିଲାଟିକି ଥାଏ କରିବି। ଫକୀରମୋହନ, ଗଳ୍ପସ୍ୱଳ୍ପ।