ଥାଉ Thāu

  • ଦେ. ଅ — (କୌଣସି କାର୍ଯ୍ୟ) ଏହିଠାରେ ବନ୍ଦ ହେଉ — Let us stop
  • ଦେ. ଅ — ବନ୍ଦକର; ସ୍ଥଗିତ କର — Stop
  • ଦେ. ଅ — ଅପେକ୍ଷା କର — Wait
  • କ୍ରି. (ଅସମାପିକା) — ଥାଇ (ଦେଖ) — Thāi (See)
  • କ୍ରି. (ଅସମାପିକା) — ଦିନ ବା ରାତି ବାକି ଥାଉ ବାଟ ନ ଚାଲନ୍ତି ଥାଉ ପହରେ। ପ୍ରତାପ. ଶଶିଶେଣା।