ଥଳୀ Thaḻī

  • ଦେ. ବି (ସଂ. ସ୍ଥଳୀ; ସଂ. ସ୍ଥଳ=ତମ୍ବୁ) — ଟଙ୍କା ଆଦି ରଖିବାର ମୁଣି; ବଟୁଆ — A bag; a pouch
  • ଦେ. ବି (ସଂ. ସ୍ଥଳୀ; ସଂ. ସ୍ଥଳ=ତମ୍ବୁ) — ଥଳି (ଦେଖ) — Thaḻi (See)