ଥର Thara
- ଦେ. ବି. (ସଂ. ଅସ୍ଥିର) — କମ୍ପ — Trembling; shiver; trepidation
- ଦେ. ବି. (ସଂ. ଅସ୍ଥିର) — ବହଇ ଯେ ଥର ଭୟେ ହୃଦୟ ପଥର। ଭଞ୍ଜ, ବୈଦେହୀଶବିଳାସ।
- ଦେ. ବି. (ସଂ. ଅସ୍ଥିର) — (ସଂ. ସ୍ତର) ବାର — Times
- ଦେ. ବି. (ସଂ. ଅସ୍ଥିର) — ସପତଟି ମୋର ରେ ସହ ଏହି ଥରରେ। କବିସୂର୍ଯ୍ୟ, କିଶୋରୀଚମ୍ପୁ ସ ଗୀତ।