ଥରଥର Tharathara
- ଦେ. ବିଣ. (ସଂ. ଅସ୍ଥିର କିମ୍ବା ସ୍ଥବିର=ବୃଦ୍ଧ; ବୃଦ୍ଧମାନେ କମ୍ପନ୍ତି ବୋଲି) — କମ୍ପିତ; କମ୍ପାନ୍ୱିତ — Shaking; shivering; trembling
- ଦେ. ବିଣ. (ସଂ. ଅସ୍ଥିର କିମ୍ବା ସ୍ଥବିର=ବୃଦ୍ଧ; ବୃଦ୍ଧମାନେ କମ୍ପନ୍ତି ବୋଲି) — ସେ ଜ୍ୱର ଇନ୍ଦ୍ରଙ୍କ ଆଜ୍ଞାରେ ବୁଞ୍ଚାସୁର। ଦେହରେ ରହି ହୃଦ କଲା ଥରଥର। କୃଷ୍ଣସିଂହ, ମହାଭାରତ ଶାନ୍ତି।
- ଦେ. ବିଣ. (ସଂ. ଅସ୍ଥିର କିମ୍ବା ସ୍ଥବିର=ବୃଦ୍ଧ; ବୃଦ୍ଧମାନେ କମ୍ପନ୍ତି ବୋଲି) — ଅଥରପା; ଅସ୍ଥିର — Tottering
- ଦେ. ବିଣ. (ସଂ. ଅସ୍ଥିର କିମ୍ବା ସ୍ଥବିର=ବୃଦ୍ଧ; ବୃଦ୍ଧମାନେ କମ୍ପନ୍ତି ବୋଲି) — ଛାନିଆ; ଭୟରେ ଅଧୀର — Shaking through fear
- ଦେ. ବିଣ. (ସଂ. ଅସ୍ଥିର କିମ୍ବା ସ୍ଥବିର=ବୃଦ୍ଧ; ବୃଦ୍ଧମାନେ କମ୍ପନ୍ତି ବୋଲି) — ଶୀତରେ ଥୁରୁ ଥୁରୁ ବା କମ୍ପମାନ — Shivering through cold
- କ୍ରି. ବିଣ — ବିଶେଷ କମ୍ପର ସହିତ; ଠକ୍ ଠକ୍ ହୋଇ (କମ୍ପିବା) — With much trembling
- କ୍ରି. ବିଣ — (ଯଥା—ପିଲାଏ ଅବଧାନଙ୍କୁ ଦେଖି ଥରଥର କମ୍ପୁଛନ୍ତି।)
- କ୍ରି. ବିଣ — [ଦ୍ର—ଥରଥରଠାରୁ ଲଘୁତର କମ୍ପକୁ 'ଥୁରୁ ଥୁରୁ' ବୋଲାଯାଏ।]
- କ୍ରି. ବିଣ — ଥରକୁଥର (ଦେଖ) — Tharakuthara (See)