ଥନ Thana

  • ଦେ ବି. (ସଂ. ସ୍ତନ; ତୁଳ. ପ୍ରା. ଥଣ) — ଦୁଧ; କୁଚ — The female bosom or breast
  • ଦେ ବି. (ସଂ. ସ୍ତନ; ତୁଳ. ପ୍ରା. ଥଣ) — ମାତୃସ୍ତନ — A mother's breast; the mamma
  • ଦେ ବି. (ସଂ. ସ୍ତନ; ତୁଳ. ପ୍ରା. ଥଣ) — ସ୍ତନ୍ଯ; ମାତୃ ସ୍ତନରେ ଥିବା ଦୁଧ — Milk from the mother's breast
  • ଦେ ବି. (ସଂ. ସ୍ତନ; ତୁଳ. ପ୍ରା. ଥଣ) — ଜୟ ପୁତନାଥନ ପରାଣଖିଆ। ପ୍ରାଚୀ, ରହସ୍ୟମଞ୍ଜରୀ।