ତଡ଼ି Taṟḍ̠i

  • ସଂ. ବି (ତଡ଼୍ ଧାତୁ=ଆଘାତ କରିବା+ ଭାବ. ଇ) — ଆଘାତ — Stroke
  • ସଂ. ବି (ତଡ଼୍ ଧାତୁ=ଆଘାତ କରିବା+ ଭାବ. ଇ) — ପ୍ରହାର — Beating
  • ବିଣ (+କର୍ତ୍ତୃ. ଇ) ଆଘାତକାରୀ — Striking
  • ଦେ. ବି (ସଂ. ତଟ) — ତୀର; କୂଳ — Shore; strand