ତଡ଼ବଡ଼ି Taṟḍ̠abaṟḍ̠i
- ଦେ. ବି (ସଂ. ତ୍ୱରା) — ଚାଞ୍ଚଲ୍ୟ; ତରତର — Haste; bustle
- ଦେ. ବି (ସଂ. ତ୍ୱରା) — କାର୍ଯ୍ୟରେ ଅନବରସ — Want of leisure
- ଦେ. ବି (ସଂ. ତ୍ୱରା) — ଧୂମ୍ଧାମ୍; ଗୋଳମାଳ — Ado; confusion
- ଦେ. ବିଣ — ତ୍ୱରାଯୁକ୍ତ; ଚଞ୍ଚଳିଆ; ଅତର୍ଛିଆ — Speedy; hasty
- ଦେ. କ୍ରି. ବିଣ — ଶ୍ରୀଘ୍ର — Quickly
- ଦେ. କ୍ରି. ବିଣ — ତ୍ୱରିତ — In haste; in a hurry