ତଡ଼କା Taṟḍ̠akā

  • ଦେ. ବି (ସଂ. ତାଟଙ୍କ; ତାଡ଼ଙ୍କ) — ବୃତ୍ତକାରରେ ବନ୍ଧା ହୋଇଥିବା ନାଲି ରଙ୍ଗ ଦିଆ ଫାଳେ ତାଳପତ୍ର — A red-coloured palm leaf turned into a circle
  • ଦେ. ବି (ସଂ. ତାଟଙ୍କ; ତାଡ଼ଙ୍କ) — [ଦ୍ର—ଏହା ପାନିଆ, ଫରୁଆ, ଅଳତା, ସିନ୍ଦୁର, ହଳଦି ଆଦି ସଙ୍ଗେ ଝିଅ ଓ ବୋହୁଘରମାନଙ୍କୁ ବେଭାରରେ ପଠା ଯାଏ।]
  • ଦେ. ବି (ସଂ. ତାଟଙ୍କ; ତାଡ଼ଙ୍କ) — ତାଳପତ୍ର ପରି ଚଉଡ଼ା କର୍ଣ୍ଣଭୂଷଣବିଶେଷ — A kind of ear-ring
  • ଦେ. ବି (ସଂ. ତାଟଙ୍କ; ତାଡ଼ଙ୍କ) — ଧଡ଼କା; ଧମକ — Threat
  • ଦେ. ବି (ସଂ. ତାଟଙ୍କ; ତାଡ଼ଙ୍କ) — ମୂଷଳଧାରାରେ ବର୍ଷା — A very heavy shower