ତ୍ୱତ୍ Twat

  • ସଂ. ବିଣ. (ଯୁଷ୍ମଦ୍ ଶବ୍ଦ ଅନ୍ଯ ଶବ୍ଦ ପୂର୍ବେ ଯୁକ୍ତ ହୋଇ ସମାସରେ ଧାରଣ କରିବା ଆକାର) — ତୁମ୍ଭର — Yours; your
  • ସଂ. ବିଣ. (ଯୁଷ୍ମଦ୍ ଶବ୍ଦ ଅନ୍ଯ ଶବ୍ଦ ପୂର୍ବେ ଯୁକ୍ତ ହୋଇ ସମାସରେ ଧାରଣ କରିବା ଆକାର) — [ଦ୍ର—ୟୁଷ୍ମଦ୍ ସମାସରେ ଏରୂପ ହୁଏ। ଯଥା—ତ୍ୱତ୍ ସମ; ତ୍ୱଦୀୟ; ତ୍ୱଦ୍ବିଧ।]