ତ୍ୟକ୍ତା Tyaktā

  • ସଂ. ବିଣ. ପୁଂ (ତ୍ୟଜ୍ ଧାତୁ+କର୍ତ୍ତୃ. ତୃ; 1 ମା. 1 ବ) — ତ୍ୟାଗକାରୀ — Abandoning; renouncing
  • ସଂ. ବିଣ. ସ୍ତ୍ରୀ (ତ୍ୟକ୍ତ+ଅ) — ତ୍ୟକ୍ତର ସ୍ତ୍ରୀଲିଙ୍ଗ — Feminine of Tyakta