ତ୍ରାସ Trāsa
- ସଂ. ବି. (ତ୍ରସ୍ ଧାତୁ+ଭାବ. ଅ) — ଭୀତି; ଭୟ; ଶଙ୍କା — Fear; fright
- ସଂ. ବି. (ତ୍ରସ୍ ଧାତୁ+ଭାବ. ଅ) — ଅତ୍ୟନ୍ତ ଭୟ; ତରଛ — Alarm; terror; dread
- ସଂ. ବି. (ତ୍ରସ୍ ଧାତୁ+ଭାବ. ଅ) — ମଣିର କଳଙ୍କ ବା ଦୋଷ — Flaw in a gem
- ସଂ. ବି. (ତ୍ରସ୍ ଧାତୁ+ଭାବ. ଅ) — ବିଭକ୍ତି — Vexation
- ଦେ. ବି — ତାପ; ଖରା ବା ନିଆଁର ଝାଞ୍ଜି — Heat of fire or sun's rays
- ଦେ. ବି — ସ୍ୱକୀୟ ଜଳେ କରି ବାସ ଯେହ୍ନେ କାଷ୍ଠରେ ଅଗ୍ନି ତ୍ରାସ। ଜଗନ୍ନାଥ. ଭାଗବତ।
- ଦେ. ବି — ନିକିତି — Scales; balance
- ଦେ. ବି — (ଖରାର ତ୍ରାସରୁ ରକ୍ଷା କରିବାରୁ) ଆଡ଼େଣି; ରାଜା ବା ଦେବତାଙ୍କ ପାଖରେ ଧରାଯିବା ଆଡ଼ଛତି — A fan-shaped umbrella for protecting a king or idol, while in procession, from the side-rays of the sun
- ଦେ. ବି — ଉଡ଼ଇ ପତାକା ଝଟକଇ ତ୍ରାସ। ରାଧାନାଥ. ଦରବାର।
- ଦେ. ବି — ଆଭାର ମଣ୍ଡଳ — A halo of light
- ଦେ. ବି — କଣ୍ଠେ କୌସ୍ତୂର ମଣିତ୍ରାସେ। ବ୍ରହ୍ମାଣ୍ଡ ପ୍ରତିବିମ୍ବ କି ସେ। ଭୂପତି. ପ୍ରେମପଞ୍ଚାମୃତ।