ତ୍ରପୁ Trapu

  • ସଂ. ବି. (ତ୍ରପ୍ ଧାତୁ+ସଂଜ୍ଞାର୍ଥେ, କର୍ତ୍ତୃ. ଉ) — ସୀସା ଧାତୁ — Lead (metal)
  • ସଂ. ବି. (ତ୍ରପ୍ ଧାତୁ+ସଂଜ୍ଞାର୍ଥେ, କର୍ତ୍ତୃ. ଉ) — ଦସ୍ତା — Zinc
  • ସଂ. ବି. (ତ୍ରପ୍ ଧାତୁ+ସଂଜ୍ଞାର୍ଥେ, କର୍ତ୍ତୃ. ଉ) — ବଙ୍ଗ; ରାଙ୍ଗା ବା ଟିନ — Tin (metal)