ତ୍ରପା Trapā

  • ସଂ. ବି. ସ୍ତ୍ରୀ—(ତ୍ରପ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଲଜ୍ଜା— ଶୀଳତା — Embarrassment; shyness; bashfulness; coyness
  • ସଂ. ବି. ସ୍ତ୍ରୀ—(ତ୍ରପ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଲଜ୍ଜା; ଲାଜ — Shame
  • ସଂ. ବି. ସ୍ତ୍ରୀ—(ତ୍ରପ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ବିନୟ — Humility; modesty
  • ସଂ. ବି. ସ୍ତ୍ରୀ—(ତ୍ରପ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଯଶଃ; କୀର୍ତ୍ତି — Reputation; fame; renown
  • ସଂ. ବି. ସ୍ତ୍ରୀ—(ତ୍ରପ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — କୁଳ; ବଂଶ — Family; lineage
  • ସଂ. ବି. ସ୍ତ୍ରୀ—(ତ୍ରପ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — କୁଳଟା — Adulterness
  • ସଂ. ବି. ସ୍ତ୍ରୀ—(ତ୍ରପ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ବେଶ୍ୟା — Prostitute, whore