ତୋୟଧର Toyadhara

  • ସଂ. ବି. (ତୋୟ+ଧୃ. ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ଜଳଧର; ମେଘ — Cloud
  • ସଂ. ବି. (ତୋୟ+ଧୃ. ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ମୁଥା — Bulbuous root of grass