ତୋୟଦ Toyada

  • ସଂ. ବି—(ତୋୟ+ଦା. ଧାତୁ+କର୍ତ୍ତୃ. ଅ) — ମେଘ; ଜଳଦ — Cloud
  • ସଂ. ବି—(ତୋୟ+ଦା. ଧାତୁ+କର୍ତ୍ତୃ. ଅ) — ମୁସ୍ତକ; ମୁଥା — Bulbuous root of grass
  • ସଂ. ବି—(ତୋୟ+ଦା. ଧାତୁ+କର୍ତ୍ତୃ. ଅ) — ଘୃତ — Ghee
  • ବିଣ — ଜଳଦାତା — Giving water