ତୋଡ଼ା Toṟḍ̠ā

  • ବୈଦେ. ବି. (ସଂ. ତୂଣ=ଶର ମୁଣା) — ଥଳି; ଟଙ୍କା ଆଦିର ମୁଣା; ଛଣି — A purse or bag of money
  • ବୈଦେ. ବି. (ସଂ. ତୂଣ=ଶର ମୁଣା) — ପଡ଼ି ତ ରହିଲା ସୁନା ରୂପା ତୋଡ଼ା । ରାଧାନାଥ. ଦରବାର ।
  • ବୈଦେ. ବି. (ସଂ. ତୂଣ=ଶର ମୁଣା) — [ଦ୍ର—ସାଧାରଣତଃ ପାଞ୍ଚ ଶହ, ହଜାରେ, ଦୁଇ ହଜାର ଟଙ୍କା ସମ୍ଭାଇବା ଭଳି ତୋଡ଼ା ତିଆରି ହୁଏ ।]
  • ବୈଦେ. ବି. (ସଂ. ତୂଣ=ଶର ମୁଣା) — (ଆ. ତୁର୍ରାହ=ଫୁଲର ପେନ୍ଥା)— ଫୁଲର ସଜ୍ଜିତ ଗୁଚ୍ଛ ବା କେଣ୍ଡା — A cluster or bunch of flowers; nosegay
  • ବୈଦେ. ବି. (ସଂ. ତୂଣ=ଶର ମୁଣା) — ବନ୍ଧୁକରେ ନିଆଁ ଲଗାଇବା ପାଇଁ ବ୍ଯବହୃତ କତା ବା ଝୋଟ ଆଦିର ଦଉଡ଼ା ବା ବତି; ସଳିତା — A match or wick to ignite a matchlock gun
  • ଦେ. ବି — (ସଂ. ତ୍ରୁଟ୍ ଧାତୁ) ଭାଙ୍ଗିବା; ଖଣ୍ଡ ଖଣ୍ଡ କରିବା — Breaking to pieces; demolition
  • ଦେ. ବି — ଗାଲକୁ ଚିମୁଟିବା; ଗାଲକୁ ତୋଡ଼ିବା — Pinching of the cheek
  • ଦେ. ବି — ରୂପା ତାର ଓ ଘୁଙ୍ଗୁରନିର୍ମିତ ଗୋଡ଼ର ଏକ ପ୍ରକାର ବଳା — A kind of anklet made of silver wires and fitted with tinkling bells