ତୋଳା Toḻā

  • ସଂ. ବି. (ତୁଳ୍ ଧାତୁ=ଓଜନ କରିବା+ଭାବ. ଅ) — ଓଜନ — Weighing
  • ଦେ. ବି. (ସଂ. ତୁଳ୍ ଧାତୁ; ତୋଳ; ତୋଳକ) — ଏକଟଙ୍କା ଓଜନ; ଏକ ଭରି; ଦଶମସା ପରିମାଣ — A tola; weight of one rupee
  • ଦେ. ବି. (ସଂ. ତୁଳ୍ ଧାତୁ; ତୋଳ; ତୋଳକ) — ଚୟନ; ଗଛରୁ ଫଳ ବା ଫୁଲ ସଂଗ୍ରହ କରିବା; ତୋଳିବା — Plucking (of flowers and fruits.)
  • ଦେ. ବି. (ସଂ. ତୁଳ୍ ଧାତୁ; ତୋଳ; ତୋଳକ) — ନଡ଼ିଆ ଆମ୍ବ ଆଦି ଗଛରୁ ଫଳ ଆଦି ତୋଳାଯିବାର ଥର — One plucking occasion of fruits etc from a tree or trees
  • ଦେ. ବି. (ସଂ. ତୁଳ୍ ଧାତୁ; ତୋଳ; ତୋଳକ) — (ଯଥା—ଏ ବର୍ଷ ପୀତାମ୍ବରୀଙ୍କର ହଜାରେ ନଡ଼ିଆଗଛରୁ ପହିଲି ତୋଳାରେ ଚାରିପଣ ସୁଦ୍ଧା ନଡ଼ିଆ ମିଳିଲା ନାହିଁ।)
  • ଦେ. ବି. (ସଂ. ତୁଳ୍ ଧାତୁ; ତୋଳ; ତୋଳକ) — ଘର ଆଦି ତୋଳିବା ବା ତିଆରି କରିବା; ନିର୍ମାଣ — Building; raising of a structure; structures
  • ଦେ. ବି. (ସଂ. ତୁଳ୍ ଧାତୁ; ତୋଳ; ତୋଳକ) — (ଯଥା—ଶିବେଇ ସାଆନ୍ତରାଙ୍କ ଦେଉଳ ତୋଳା ନ୍ଯାୟ।)
  • ଦେ. ବି. (ସଂ. ତୁଳ୍ ଧାତୁ; ତୋଳ; ତୋଳକ) — (ତୁଳ. ଇଂ. ଟୋଲ୍ଲ)—ହାଟ ତୋଳା; ହାଟରେ ପଣ୍ୟ— ବିକ୍ରେତାଙ୍କ ଠାରୁ ହାଟର ସ୍ୱାମୀଙ୍କପକ୍ଷରୁ ଆଦାୟ କରା— ଯିବା ଶୁଳ୍କ — A toll in money or kind levied from the stall-keepers and vendors in market; market toll
  • ଦେ. ବି. (ସଂ. ତୁଳ୍ ଧାତୁ; ତୋଳ; ତୋଳକ) — [ଦ୍ର—ଏହା ପଣ୍ୟଦ୍ରବ୍ୟ ଆକାରରେ କିମ୍ବା ଅର୍ଥାକାରରେ ନିଆଯାଏ।]
  • ଦେ. ବି. (ସଂ. ତୁଳ୍ ଧାତୁ; ତୋଳ; ତୋଳକ) — (ସଂ. ଉତ୍+ତୋଳନ) ଉଠାଇବା; ଉତ୍ତୋଳନ — To lift; raise; take up
  • ଦେ. ବି. (ସଂ. ତୁଳ୍ ଧାତୁ; ତୋଳ; ତୋଳକ) — ଗୋଟାଇ ପକାଇବା — Picking up
  • ବିଣ. — ତୋଳକ; ଯେ ଓଜନ କରେ — Weighing